Print this page
31
August

ଦିନିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Written by 
Published in World

ଦିନିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି . ଚତୁର୍ଥ ବିମଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି ମୋଦି । କାର୍ଯ୍ୟକ୍ରମ ଆରମ୍ଭରେ ବିମଷ୍ଟେକ୍ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ମୋଦି । ସମ୍ମିଳନୀ ପରେ ଯୁଗ୍ମ ଘୋଷଣା ପତ୍ର ଜାରି କରାଯିବ । ଏହି ସମ୍ମିଳନୀରେ ବାଂଲାଦେଶ, ଭୂଟାନ, ଭାରତ, ମିଆଁମାର, ନେପାଳ, ଶ୍ରୀଲଙ୍କା ଓ ଥାଇଲାଣ୍ଡର ନେତା ସମୂହ ଯୋଗ ଦେଇଛନ୍ତି । ଶିଖର ସମ୍ମିଳନୀରେ ଏକ ଶାନ୍ତିପୂର୍ଣ୍ଣ , ସମୃଦ୍ଧ ଏବଂ ନିରନ୍ତର ବଙ୍ଗୋପସାଗର କ୍ଷେତ୍ର ନିର୍ମାଣ କରିବା ଦିଗରେ ଦକ୍ଷିଣ-ପୂର୍ବ ଏସିଆ ଦେଶମାନେ ମିଳିତ ପ୍ରୟାସ କରିବେ .

Read 1049 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490