Print this page
12
October

ଆଜିଠାରୁ ଭାରତ-ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ

Written by 
Published in Sports

ଆଜିଠାରୁ ଭାରତ-ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ । ଏଥିପାଇଁ ବିରାଟ କୋହଲିଙ୍କ ନେତୃତ୍ୱରେ ହାଇଦ୍ରାବାଦରେ ଦଳ ପଡିଆକୁ ଓହ୍ଲାଇଛି । ପ୍ରଥମ ଟେଷ୍ଟ ପରି ଦ୍ୱିତୀୟ ଟେଷ୍ଟରେ ବି ସାର୍ଦ୍ଧୁଳ ଠାକୁର ଦଳରେ ଦ୍ୱାଦଶ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ରିସଭ୍ ପନ୍ଥ ଓ୍ୱିକେଟ୍ କିପର ରହିବେ । ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିବା ପୃଥ୍ୱୀ ସ ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି । ପ୍ରଥମ ଟେଷ୍ଟରେ ଭାରତ ଗୋଟିଏ ଇନିଂସ ଓ ୨୭୨ ରନରେ ବିଜୟୀ ହୋଇ ୧-୦ରେ ସିରିଜ୍ ଆଗୁଆ ରହିଛି । ତେଣୁ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୨-୦ରେ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟ ରଖିବ । ଖେଳ ଆରମ୍ଭରୁ ଇଣ୍ଡିଜ୍ ବାହିନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି.

Read 423 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490