Print this page
14
June

ଆସନ୍ତା ନଭେମ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ୱକପ୍

Written by 
Published in Sports

ଆସନ୍ତା ନଭେମ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ୱକପ୍ । ଏଥିପାଇଁ ପ୍ରସ୍ତୁତ ହେଉଛି କଳିଙ୍ଗ ଷ୍ଟାଡିୟମ । ଷ୍ଟାଡିୟମର ନବକଳେବର କରାଯିବା ସହ ଆଲୋକୀକରଣ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି ।  ଜୁନ୍ ଶେଷ ସୁଦ୍ଧା ଭିତ୍ତିଭୂମି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି କ୍ରୀଡା ବିଭାଗ ।

Read 498 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490