Print this page
25
May

ଆଜି ଆଇପିଏଲ ଏଲିମିନେଟର ୨ରେ ମୁହାଁମୁହିଁ ହେବେ ନାଇଟ ରାଇଡର୍ସ ଓ ସନରାଇଜର୍ସ

Written by 
Published in Sports

ଆଜି ଆଇପିଏଲ ଏଲିମିନେଟର ୨ରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦେରାବାଦ । କୋଲକାତାର ଇଡେନ ଗାର୍ଡେନରେ ରାତି ୮ଟାରେ ଖେଳାଯିବ ମ୍ୟାଚ୍ । ଆଜି କର ବା ମର ସ୍ଥିତିରେ ଖେଳିବେ ୨ ଦଳ । ବିଜୟୀ ଦଳ ରବିବାର ଚେନ୍ନାଇ ସହ ଫାଇନାଲରେ ଖେଳିବ । ଜବରଦସ୍ତ ଫର୍ମରେ ଥିବା ଉଭୟ ଦଳ ଆଜି ନିଜର କଡ୍ଡା ପ୍ରଦର୍ଶନ ଦେବେ । ବ୍ୟାଟିଂ ଓ ବୋଲିଂରେ ଉଭୟ କୋଲକାତା ଓ ହାଇଦ୍ରାବାଦ ବେଶ୍ ଶକ୍ତିଶାଳୀ । ବୁଧିବାର ପ୍ରଥମ ଏଲିମିନେଟରରେ ରାଜସ୍ଥାନକୁ ୨୫ ରନରେ ହରାଇ ୨ୟ କ୍ୱାଲିଫାୟାର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା କୋଲକାତା. ପୂର୍ବରୁ ଚେନ୍ନାଇ ହାଇଦ୍ରାବାକୁ ହରାଇ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି. 

Read 948 times
Rate this item
(0 votes)
MBCTv Bureau

Latest from MBCTv Bureau

Related items


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490