Print this page
06
December

ବିଜେଡିର ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ପାଇକ

Written by 
Published in Odisha

ବିଜେଡିର ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ପାଇକ । ନବୀନ ନିବାସରେ ଶତାଧିକ କର୍ମୀଙ୍କ ସହ ବିଜେଡିର ମିଶିଲେ । ମୋହନା ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଥିଲେ ଚକ୍ରଧର । 2009 ରୁ 2014 ବିରୋଧୀ ଦଳ ଉପନେତା ରହିଥିଲେ । ଚକ୍ରଧର ପାଇକ ବିଜେଡିରେ ମିଶିବା ପରେ କହିଛନ୍ତି ଏହା ମୋର ଘର ବାହୁଡା. ୧୯୭୪ ମସିହାରେ ବିଜୁ ବାବୁଙ୍କ ଉତ୍କଳ କଂଗ୍ରେସ ଦଳରେ ବିଧାୟକ ଭାବେ ରହିଥିଲେ । ବିଜେଡିରେ ମିଶିବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି. ୨୦୧୪ରେ ମତେ କଂଗ୍ରେସ ଟିକେଟ ଦେଇନଥିବାରୁ ମୁଁ ସ୍ୱାଧୀନ ଭାବେ ଲଢିଥିଲି । ଆଜି ବିଜେଡିରେ ସାମିଲ ହେଲି । ଦଳ ମତେ ଯାହା ଦାୟିତ୍ୱ ଦେବ ମୁଁ ତାହା ନିର୍ବାହ କରିବି । ମୁଖ୍ୟମନ୍ତ୍ରୀ କହିଛନ୍ତି ଦଳ ଆହୁରି ଶକ୍ତିଶଷାଳୀ ହେବ । 

Read 187 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490