Print this page
14
June

ମିଳିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଚାବି

Written by 
Published in Odisha

ମିଳିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଚାବି । ଜିଲ୍ଲା ରେକର୍ଡ ରୁମର ଟ୍ରେଜେରୀ ଭିତରୁ ଏହାର ନକଲି ଚାବି ଉଦ୍ଧାର କରାଯାଇଛି । ଏକ ସିଲ୍ ଲଫାପାରେ ଏହି ଚାବି ରହିଥିଲା । ଏକ ମାଟିଆ ଲଫାପାରେ ଏହା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ବୋଲି ଲେଖାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ । ଚାବି ଖୋଜିବାରକୁ ୪ ଜଣିଆ ଟିମ ୫ ଦିନ ଧରି ଖୋଜାଖୋଜି କରୁଥିଲେ । ତେବେ ଜିଲ୍ଲା ରେକର୍ଡ ରୁମରୁ ଏହି ଦ୍ୱିତୀୟ ଚାବିଟି ମିଳିଥିବା ନେଇ ସୂଚନା ଦିଆଯାଇଛି ।

Read 246 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490