Print this page
14
June

ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି ନଦୀ ଓ ଏହାର ଶାଖା

Written by 
Published in Odisha

ଜଙ୍ଗଲ ନଷ୍ଟ ହେଉଥିବାରୁ ବଡବଡ ନଦୀ ଓ ଏହାର ଶାଖା ନଦୀ ଗୁଡିକ ଦିନକୁ ଦିନ ସଙ୍କୁଚିତ ହେବା ସହ ଜଳଧାରଣ କ୍ଷମତା କମିବାରେ ଲାଗିଛି । ଏହି ନଦୀ ଗୁଡିକ ପୁନଃଜୀବୀତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ୧୯ଟି ବନଖଣ୍ତରେ ସବୁଜ ମହାନଦୀ ସଚେତନତା ରଥ ଯାତ୍ରା ଆରମ୍ଭ ହୋଇଛି । ବଲାଙ୍ଗିର ବନଖଣ୍ତ ପକ୍ଷରୁ ଡିଏଫଓଙ୍କ କାର୍ଯ୍ୟାଳୟରୁ ଏହି ସଚେନତା ରଥର ଶୁଭାରମ୍ଭ କରାଯାଇଛି । ବଲାଙ୍ଗିର ବନଖଣ୍ତ ଅନ୍ତର୍ଗତ  ତେଲନଦୀ ପାର୍ଶ୍ୱରେ ୫ ଲକ୍ଷ ୭୪ ହଜାର ଚାରା ରୋପଣ କରାଯିବା ସହ ଜବ କାର୍ଡ ଧାରୀଙ୍କୁ ମାଗଣାରେ ଚାରା ବଣ୍ଟନ କରାଯିବ । ସରକାରଙ୍କ ଏହି ଯୋଜନାକୁ ସୂଚାରରୂପେ କାର୍ଯ୍ୟକାରୀ କରିବାକୁ ଜନସାଧାରଣଙ୍କ ସହ ଯୋଗ ତଥା ଜନସଚେତନତା ପାଇଁ ଏହି ସବୁଜ ମହାନଦୀ ସଚେତନତା ରଥ ବୁଲି ଜନସଚେତନତା ସୃଷ୍ଟି କରିବ ବୋଲି  ସୂଚନା ଦେଇଛନ୍ତି ବଲାଙ୍ଗିର ବନଖଣ୍ତ ଅଧିକାରୀ ।

Read 197 times Last modified on Thursday, 14 June 2018 17:06
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490