Print this page
14
June

ବିନିକାରେ ହତ୍ୟାକାଣ୍ଡ

Written by 
Published in Odisha

ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ହତ୍ୟାକାଣ୍ଡ. ରାତିରେ ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ଗୁଳି କରି ହତ୍ୟା. ମୃତକ ହେଲେ ବିନିକାପଡାର ଜୟନ୍ତ ଦାଶ. ଜୟନ୍ତ ବିନିକା ଆମ୍ବେଦକର ଛକରେ ଏକ ଚା ଦୋକାନ କିଥିଲେ. ସବୁଦିନ ଭଳି ଜୟନ୍ତ ୧୨ ତାରିଖ ୯ଟାରେ ଦୋକାନ ବନ୍ଦ କରି ଘରକୁ ଫେରି ଖାଇପିଇ ଶୋଇଥିଲେ. ତେବେ ରାତିରେ ଲାଇନ ପଳାଇଯିବାରୁ ଗରମ ଯୋଗୁ କବାଟ ଖୋଲି ଶୋଇଥିଲେ. ହଠାତ ରାତି  ୩ଟା ସମୟରେ ଶବ୍ଦ ହୋଇଥିଲା. କେହି ଦୁର୍ବୃତ୍ତ ଜୟନ୍ତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆକ୍ରମଣ କରି ଫେରାର ହୋଇଯାଇଥିଲା. ଗୁରୁତର ଅବସ୍ଥାରେ ପରିବାର ଲୋକେ ବୁର୍ଲା ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି.

Read 225 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490