Print this page
14
June

ଭେଜାଙ୍ଗିଓ୍ୱାଡା ଗାଁରେ ଜଣେ ନାବାଳିକାର ମୃତଦେହ ଉଦ୍ଧାର

Written by 
Published in Odisha

ମାଲକାନଗିରି ଜିଲ୍ଲା ଭେଜାଙ୍ଗିଓ୍ୱାଡା ଗାଁରେ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ଗତ ୨ ଦିନ ଧରି  ନାବାଳିକା ଜଣକ ନିଖୋଜ ରହିଥିବାରୁ କାଲିମେଳା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଭେଜାଙ୍ଗିଓ୍ୱାଡା ଗାଁ ନିକଟସ୍ଥ ବିଦ୍ୟାଳୟ ପଛପଟେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି ।

Read 200 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490