Print this page
13
June

ରଜ ଊପଲକ୍ଷେ ରିଲିଜ ହେବାକୁ ଯାଊଛି ଓଲିଊଡ୍ କମେଡି ମୁଭି ଫୋର୍ ଇଡିଅଟସ୍

Written by 
Published in Odisha

ଚଳିତ ବର୍ଷ ରଜ ଊପଲକ୍ଷେ ରିଲିଜ ହେବାକୁ ଯାଊଛି ଓଲିଊଡ୍ କମେଡି ମୁଭି ଫୋର୍ ଇଡିଅଟସ୍ । ସେଥିପାଇଁ ଫିଲ୍ମର ଲିଡ୍ ରେ ଅଭିନୟ କରୁଥିବା କଳାକାର ମାନେ ଶ୍ରୀମନ୍ଦିରରେ ଶ୍ରୀଜୀଊଙ୍କ ଆର୍ଶୀବାଦ ନେଇଛନ୍ତି । ଫିଲ୍ମଟି ଓଡିଶାରେ ସୁପରହିଟ୍ ହେବା ସହ କିଭଳି ସୁଫଳ ଭାବରେ ଚାଲିବ, ସେଥିପାଇଁ ଅଭିନେତା ଅଭିନେତ୍ରୀ ମାନେ ମହାପ୍ରଭୂଙ୍କ ଆର୍ଶୀବାଦ ନେବା ସହ ସମସ୍ତ ଦର୍ଶକ ମାନଙ୍କର ଆର୍ଶୀବାଦ ଲୋଡିଛନ୍ତି

Read 244 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490