କଟକ ଫୁଲନଖରାସ୍ଥିତ ଜାତୀୟ ରାଜପଥ ଟ୍ରାଫିକ ଥାନାରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଟ୍ରାଫିକ ଥାନା ପକ୍ଷରୁ ଏକ ସଚେତନତା ରାଲି ଫୁଲନଖରା ଛକ ଠାରୁ ଡିପିଏସ ସ୍କୁଲ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ସଚେତନତା ରାଲିରେ ଫୁଲନଖରା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଜନ ସାଧାରଣଙ୍କୁ ଲିଫଲେଟ ବାଣ୍ଟିବା ସହ ଟ୍ରାଫିକ ନିୟମ ବିଷୟରେ ବୁଝାଇଥିଲେ ।
ରଥଯାତ୍ରା ପାଇଁ ବିଶୁଦ୍ଧ
କୋରାପୁଟ, ରାୟଗଡ଼ା
ଭିଜିଲାନ୍ସ ଜାଲରେ
Known for its commitment in delivering programme that resolve to be tender with the young, compassionate with the aged, sympathetic with the striving and tolerant of the weak and wrong in sync with the needs of the times.