Print this page
06
December

ଆସନ୍ତାକାଲି ରାଜସ୍ଥାନ ଓ ତେଲଙ୍ଗନାରେ ବିଧାନସଭା ଭୋଟ

Written by 
Published in Nation

ଆସନ୍ତାକାଲି ତେଲଙ୍ଗନା ଓ ରାଜସ୍ଥାନରେ ବିଧାନସଭା ପାଇଁ ଭୋଟ ନିଆଯିବ ।  ରାଜସ୍ଥାନର ୨୦୦ ଓ ତେଲଙ୍ଗାନାର ୧୧୯ ଆସନ ପାଇଁ ସକାଳୁ ମତଦାନ ଆରମ୍ଭ ହେବ । ଏଥିପାଇଁ ଦୁଇଟି ଯାକ ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  ଗତକାଲିଠାରୁ ଦୁଇ ରାଜ୍ୟରେ ପ୍ରଚାର ଶେଷ ହୋଇଛି । ଆଜି ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି । ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହୋଇ ୫ଟି ଯାକ ରାଜ୍ୟର ଫଳାଫଳ ପ୍ରକାଶ ପାଇବ । 

Read 241 times Last modified on Thursday, 06 December 2018 22:19
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490