Print this page
26
May

AIIMS ରେ ନାମ ଲେଖା ପାଇଁ ଅନୁଷ୍ଠିତ ହେବ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା

Written by 
Published in Nation

AIIMS ରେ ନାମ ଲେଖା ପାଇଁ ସାରା ଦେଶରେ ଅନୁଷ୍ଠିତ ହେଉଛି ପ୍ରବେଶିକା ପରୀକ୍ଷା । ଦୁଇ ଦିନ ଧରି ଅନଲାଇନରେ ହେବ ପରୀକ୍ଷା । ଦୁଇଟି ସିଟିଙ୍ଗରେ ହେଉଛି ପରୀକ୍ଷା । ପ୍ରଥମ ସିଟିଙ୍ଗରେ ପରୀକ୍ଷା ସକାଳ ୯ଟାରୁ ଦିନ ୧୨ ଟା ୩୦ ଯାଏ  ହେଉଛି । ସେହିପରି ଦ୍ୱିତୀୟ ସିଟିଙ୍ଗ୍ ୩ ଟାରୁ ସଂଧ୍ୟା ୬ ଟା ୩୦ ପର୍ଯ୍ୟନ୍ତ ହେବ । ତେବେ ସକାଳ ୭ ଟାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଛନ୍ତି । ଦେଶର ୧୫୫ଟି ସେଣ୍ଟରରେ ହେଉଛି ପରୀକ୍ଷା ହେଉଥିବା ବେଳେ,  ରାଜ୍ୟର ୭ ଟି ସେଣ୍ଟରରେ ହେଉଛି ପରୀକ୍ଷା । ଭୁବନେଶ୍ୱର, କଟକ, ବ୍ରହ୍ମପୁର ବାଲେଶ୍ୱର, ରାଉରକେଲା, ସମ୍ବଲପୁର ଏବଂ ଢେଙ୍କାନାଳରେ ପରୀକ୍ଷା ହେଉଛି । ଦେଶରେ ସମୁଦାୟ ୯ ଟି AIIMS ପାଇଁ ୮୦୭ ଟି ସିଟ୍ ରହିଛି । ଆସନ୍ତା ୧୮ ରେ ରେଜଲ୍ଟ ବାହାରିବ ।

Read 4299 times
Rate this item
(0 votes)
MBCTv Bureau

Latest from MBCTv Bureau

Related items


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490