Print this page
25
May

ବିରାଟଙ୍କ ଫିଟ୍ନେସ ଚ୍ୟାଲେଞ୍ଜ ଆକସେପ୍ଟ କଲେ ନରେନ୍ଦ୍ର ମୋଦି

Written by 
Published in Nation

ଟ୍ୱିଟ୍ କଲେ ମୋଦି । ଚ୍ୟାଲେଞ୍ଜ ଆକସେପଟେଡ୍ ବିରାଟ । ଆଇ ଉଇଲ ଅପଲୋଡ୍ ମାଇଁ ଭିଡିଓ ଭେରି ସୁନ୍ । ସାରା ଦେଶର ଗଣମାଧ୍ୟମରେ ଫିଟନେସ ଚ୍ୟାଲେଞ୍ଜକୁ ନେଇ ଚାଲିଥିବା ଆକଳନ କିଛି ଏମିତି ମୋଡ ନେଇଛି । କୋହଲିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ କୋହଲିଙ୍କ ପରି ପିଏମ୍ ମୋଦିଙ୍କୁ ଆଉ ଏକ ଚ୍ୟାଲେଞ୍ଜ ଦେଇଛନ୍ତି ରାହୁଲ୍ ଗାନ୍ଧି । କହିଛନ୍ତି ତୈଳ ଦଳ କମାଅ, ନଚେତ୍ ଦେଶବ୍ୟାପୀ ଆନ୍ଦୋଳନ କରି ଏହା କରିବାକୁ କଂଗ୍ରେସ ତାଙ୍କୁ ବାଧ୍ୟ କରାଇବ । .

Read 4640 times
Rate this item
(0 votes)
MBCTv Bureau

Latest from MBCTv Bureau

Related items


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490