Print this page
25
May

ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଆନ୍ତରାଜ୍ୟ ପରିଷଦର ତ୍ରୟୋଦଶ ଷ୍ଟାଣ୍ତିଙ୍ଗ କମିଟି ବୈଠକ

Written by 
Published in Nation

ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଆନ୍ତରାଜ୍ୟ ପରିଷଦର ତ୍ରୟୋଦଶ ଷ୍ଟାଣ୍ତିଙ୍ଗ କମିଟି ବୈଠକ । ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶୀଭୁଷଣ ବେହେରା ଏହି ବୈଠକରେ ଯୋଗଦେବେ । ଏହା ସହ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗର ଶାସନ ସଚିବ ମଧ୍ୟ ବୈଠକରେ ଯୋଗଦେବେ ।

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଏହି ବୈଠକ ବସିବ । ବୈଠକରେ କେନ୍ଦ୍ର ରାଜ୍ୟ ସମ୍ବନ୍ଧରେ ଗଠିତ ପୁଞ୍ଚି କମିଶନ ରିପୋର୍ଟର ଭଲ୍ୟୁମ୍ -୬ ଏବଂ ଭଲ୍ୟୁମ୍ ୭ ଉପରେ ଆଲୋଚନା କରାଯିବ । ଏହା ବ୍ୟତୀତ ସାମାଜିକ ଅର୍ଥନୈତିକ ବିକାଶର ନୀତି ନିର୍ଦ୍ଧାରଣ ଏବଂ ସୁ-ଶାସନ ସମ୍ପର୍କରେ ଆଲୋଚନା ହେବ ।...

Read 4954 times
Rate this item
(0 votes)
MBCTv Bureau

Latest from MBCTv Bureau

Related items


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490