Print this page
30
May

ଆଜିଠାରୁ ୨ ଦିନ ପାଇଁ ବନ୍ଦ ରହିବ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ

Written by 
Published in Business

ଆଜିଠାରୁ ୨ ଦିନ ପାଇଁ ବନ୍ଦ ରହିବ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ । ଆଜି ଓ କାଲି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ମାନେ ଦୁଇ ଦିନିଆ ଧାରଣାର ଡାକରା ଦେଇଛନ୍ତି । ୟୁନାଇଟେଡ ବ୍ୟାଙ୍କ ୟୁନିଅନ ଅର୍ନ୍ତଗତ ଆସୁଥିବା ୯ଟି ବ୍ୟାଙ୍କ ସଂଗଠନ ଧାରଣା ଦେଇଛନ୍ତି । ଇଣ୍ଡିଆନ ବ୍ୟାଙ୍କ ଆସୋସିଆସନ ଦ୍ୱାରା ଦରମାରେ କେବଳ ୨ ପ୍ରତିଶତ ବୃଦ୍ଧିକୁ ବିରୋଧ କରି ଏହି ଧାରଣା ଦିଆଯାଉଥିବା କୁହାଯାଇଛି । ଦୁଇ ଦିନ ବ୍ୟାଙ୍କ ବନ୍ଦ ହେବା ଦ୍ୱାରା ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଇ ପାରନ୍ତି । 

Read 1023 times
Rate this item
(0 votes)
MBCTv Bureau

Latest from MBCTv Bureau

Related items


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490